ବାଘ ମନ
ବାଘ ମନ ଏକୁଟିଆ ଖୋଜେ ଏମିତି ବାଘୁଣୀ କେବେ ଆଣି ଚାହା ଦିଏ ଜେ କେବେ ଦିଏ ଚାହାଣି ମନ ଟା college ପଛ କାନ୍ଥ ମୋର ପ୍ରେମ କେତେ ଲେଖା ହେଇଚି ବର୍ଷା ପାଗ ପୋଛି ଦିଏ ମୋ କାନ୍ଥ କିଏ ପୁଣି ନୂଆ ଗପ ଗୋଟେ ଲେଖିଛି ମୋ ମନ ବନ୍ଧୁ ଚରିତ୍ରହୀନ ରାତି ଦିନ ଗପ ସବୁ ଲେଖୁ ଥାଏ ଗପ ସବୁ ଖାଣ୍ଟି ସତ କଥା ବାକି ସାରା ଦିନ ମୁ ମିଛ କହୁ ଥାଏ ହେଲେ ଗପରେ ମୋ ଏମିତି ଦିନ ଟିଏ କାହିଁକି ଆଉ ଆସୁନି ସାଠିଏ ଟା ଫଗୁଣ କମିକି ଖାଲି ସୋଲହ ଟା ଫଗୁଣ କାହିଁକି ବାକି ରହି ଯାଉନି tarzan କେବେ mowgli କେବେ ମନ ଜୁଆଡ଼ି ହେଇ ଜାଏ ପାଚିଲା ଆମ୍ବ ଘରେ ବସି ଖାଏ ମୁଁ କଂଚା ଆମ୍ବ କୁ ଟେକା ମାରିବାକୁ ମନ ହଉ ଥାଏ