ଶତରଂଜ

ଶତରଂଜ ଭଡ଼ିୟା ମନ ମୋର 
କେବେ ଧଳା, କେବେ କଳା 
ତମ ପାଇଁ , ଅନିତା 
ମନ ମୋର ଛୋଟ ପିୟଦା, ଅନିତା 
ମୋ ରାଣୀ, କାହାକୁ ଅନେଇଛ 
ଦେଖ ତମ ପାଇଁ, ଆକାଶରେ ଲାଗିଛି ନିୟ 

ଆ ରେ ଜହ୍ନ ଆ 
କୁନି କୁ କାଖେଇ ଯା 
ଆ ରେ ଜହ୍ନ ଆ 
ଟିକେ ଗେଲ୍ହା କରିକି ଯା 
ବାଜେ guitar ଏକା ଏକା 
ଟିକେ ଶୁଣିବୁ ଆ 

ରଙ୍ଗଧନୁ ତୀର ମାରେ 
ମାଧୁରୀ ଆଂଖୀ ତା 
କାଜଲ ରେଖା 
ତା କାଜଲ ସ୍ୟାହି ରେ ମୋ ସବୁ ଗୀତ ଲେଖା 
ମନ ଧରିକି ବସିଥିଲା, ଗପ ବହି ଆର ହାତରେ 
ଗପ ସବୁ ତମର କେବେ ଧଳା କେବେ କଳା 
ଟିକେ ଡେରି ରହି ଥିଲା ତମ train
ଟିକେ ସମୟ ପୂର୍ବ ଛାଡି ଦେଲା 








Comments

Popular posts from this blog

ବାଘ ମନ